ସସପେନ୍ସ ବଢ଼ାଇଲା JDU ପୋଷ୍ଟର, ପୁଣି ଥରେ ବିହାର ସିଂହାସନରେ ବସିବେ କି ନୀତିଶ୍ କୁମାର !
Bihar Politics: ବିହାର ରାଜନୀତିରେ ପୁଣି ଅସ୍ଥିରତା । ବିଧାନସଭା ନିର୍ବାଚନ ଫଳାଫଳ ପରେ ଏନଡିଏ ବହୁମତ ସହିତ କ୍ଷମତାକୁ ଫେରିଥିଲେ ମଧ୍ୟ, ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ସସପେନ୍ସ କମିବାର ନାଁ ନେଉନାହଁ ।…
