ରହସ୍ୟମୟ ଭାରତର ଏହି ଶୈବ ପୀଠ, ୧୨ ବର୍ଷକୁ ଥରେ ପଡ଼େ ବିଜୁଳି, ଆଉ ଭାଙ୍ଗିଯାଏ ଶିବଲିଙ୍ଗ, ପୁଣି…
Bijli Mahadev Mandir: ନିଜ ଚମତ୍କାରିତା ପାଇଁ ସମସ୍ତେ ଶିବ ଭଗବାନଙ୍କ ପୂଜା କରିଥାନ୍ତି । ଏଥିପାଇଁ ହିଁ ଭକ୍ତ ଗଣ ତାଙ୍କର ଭକ୍ତି କରି ତାଙ୍କ ଠାରୁ ଆଶୀର୍ବାଦ କାମନା କରିଥାନ୍ତି । ପୁରା ଦେଶରେ ଶିବଙ୍କର ଏହି ପରି…
