ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ପକ୍ଷୀ ଗଣନା, ପକ୍ଷୀ ବିଶାରଦ ଓ ପରିବେଶବିତ୍ ସାମିଲ
ଭୁବନେଶ୍ୱର: ରାଜ୍ୟର ବିିଭିନ୍ନ ବନାଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ । ବଣାଇ ଫରେଷ୍ଟ ଡିଭିଜନ୍ ୭ଟି ରେଞ୍ଜର ୩୧ଟି ସ୍ଥାନରେ, କୋରାପୁଟ ବନାଞ୍ଚଳର ୬ଟି ସ୍ଥାନରେ ୬ଟି ଟିମ୍, ପୁରୀ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜରରେ…
