ଏପଟେ ମନମୋହନ, ସେପଟେ ନବୀନ; ଏକା ସାଙ୍ଗେ କାହିଁକି ଗଲେ ଦିଲ୍ଲୀ, ରାଜ୍ୟ ରାଜନୀତି ସରଗରମ…
ଭୁବନେଶ୍ବର: ଏପଟେ ମନମୋହନ, ସେପଟେ ନବୀନ । ଏକା ସାଙ୍ଗେ ଦୁଇଟି ଦଳର ସଭାପତି ଗଲେ ଦିଲ୍ଲୀ । ଏନେଇ ବଢୁଚି ଚର୍ଚ୍ଚା ।
ତେବେ ଆଜିଠୁ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ୯…

