ପାକିସ୍ତାନରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ, ସେନା ଗାଡ଼ିକୁ ଟାର୍ଗେଟ୍, ୨୩ରୁ ଅଧିକ ଯବାନ ନିହତ
ନୂଆଦିଲ୍ଲୀ: ପାକିସ୍ତାନର ବାଲୁଚିସ୍ତାନରେ ସେନା କନଭୟକୁ ଟାର୍ଗେଟ୍ କରି ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଲାସବେଲା ଅଞ୍ଚଳର କଶାରୀ ନିକଟରେ NH-୨୫ ଦେଇ ସେନା କନଭୟ ଯାଉଥିବା ବେଳେ…

