Breaking News ବିଚିତ୍ର ଜନଜାତି: ଆତ୍ମୀୟଙ୍କ ଶବକୁ ପୋଡ଼ି ଖାଇଲେ ମିଳିଥାଏ ଶାନ୍ତି Manas Pradhan May 27, 2022 ବିଶ୍ୱାସ ହେଉନଥିଲେ ବି ସତ । ପରମ୍ପରାକୁ ବିଶ୍ୱାସ କରି ଖାଉଛନ୍ତି ଆତ୍ମୀୟଙ୍କ ଅସ୍ଥି । ବିଶ୍ୱରେ ବିଭିନ୍ନ ପ୍ରକାର ଜନଜାତି ଦେଖିବାକୁ ମିଳୁଥିଲେ ମଧ୍ୟ ପରମ୍ପରାକୁ ମାନିବା ପାଇଁ ଏପରି କିଛି ଆଦିବାସୀ ରହିଛନ୍ତି…