ବିଧାନସଭା ପରିସରରେ ପାଳନ ହେଲା ବିଶ୍ୱ ଗୋଲାପ ଦିବସ, କାହିଁକି ଏ ଦିନ କର୍କଟ ଯୋଦ୍ଧା ମାନଙ୍କ ପାଇଁ ଖାସ ଜାଣନ୍ତୁ …
ଭୁବନେଶ୍ୱର: ପ୍ରତିବର୍ଷ ସେପ୍ଟେମ୍ବର ୨୨ ତାରିଖରେ ବିଶ୍ୱ ଗୋଲାପ ଦିବସ ପାଳନ କରାଯାଏ। ଏହି ଗୋଲାପ ଦିବସ ଫେବୃଆରୀରେ ପଡୁଥିବା ଗୋଲାପ ଦିବସ ଠାରୁ ବହୁତ ଭିନ୍ନ। ତେବେ ଏହି ପାଳନ ପଛର କାରଣ ମଧ୍ୟ ବହୁତ ସ୍ୱତନ୍ତ୍ର ଏବଂ…
