BMC ଜାରିକଲା ଚେତାବନୀ: ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ପ୍ରଦର୍ଶନ କଲେ ଅଧାରୁ ଯାତ୍ରା ବନ୍ଦ, ଅଧିକ ପାର୍କିଂ ଫି’ ନେଲେ କାର୍ଯ୍ୟାନୁଷ୍ଠାନ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ମେଳା । ୯ ଦିନ ଧରି ଚାଲିବାକୁ ଥିବା ଏହି ମେଳାକୁ ନେଇ ଏବେଠାରୁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଥିବା ବେଳେ ଏହାର ସୁରକ୍ଷା ଓ ସୁପରିଚାଳନା ନେଇ…
