fbpx
Browsing Tag

BMC

ରାଜଧାନୀ ଭୁବନେଶ୍ୱରର କାନ୍ଥବାଡ଼ରୁ ହଟିବ ରାଜନୈତିକ ପୋଷ୍ଟର

ଓଡ଼ିଶା ଭାସ୍କର: ରାଜଧାନୀ ଭୁବନେଶ୍ୱରରୁ ହଟିବ ରାଜନୈତିକ ପୋଷ୍ଟର। ଏହା ସହ କାନ୍ଥ ଲେଖା ବି ଲିଭାଯିବ। ଏନେଇ ପ୍ରସ୍ତୁତି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ତେବେ ନିର୍ବାଚନ ଆୟୋଗଙ୍କ ଗାଇଡ୍ ଲାଇନ୍ ଆଧାରରେ…

ଭୁବନେଶ୍ୱରରେ ଉଦଘାଟନ ହେଲା ଅଙ୍କୁର ହସ୍ପିଟାଲ: ମହିଳା ଓ ଶିଶୁଙ୍କୁ ସ୍ୱାସ୍ଥ୍ୟସେବାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର: ଭୁବନେଶ୍ୱରରେ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ ଆଣିବାକୁ ଯାଉଛି ହାଇଦ୍ରାବାଦର ଅଙ୍କୁର ହସ୍ପିଟାଲ । ରାଜଦାନୀରେ ବିଭିନ୍ନ କ୍ଷେତ୍ରରେ ବିଶେଷ ଚିକିତ୍ସା ପ୍ରଦାନ କରିବାକୁ ଏକ…

ପୁଣି ସିଲ୍ ହେଲା କାର୍ ଖାନା; ଭେଣ୍ଡିଙ୍ଗ୍ ଜୋନ ସିଲ୍ କଲା ଏନଫୋର୍ସମେଣ୍ଟ ଟିମ୍

ଭୁବନେଶ୍ୱର: ଆଇଜି ପାର୍କ ନିକଟସ୍ଥ ରାସ୍ତାରେ କାରରେ ଖାଦ୍ୟ ଆଣି ବିକ୍ରି କରୁଥିଲେ ଚର୍ଚ୍ଚିତ ଦୁଇ ଯା' । ଭଲ ବେପାର ହେବା ସହ ଦର କମ୍ ଥିବାରୁ ଲୋକ ଖାଇବାକୁ ପସନ୍ଦ କରୁଥିଲେ । କାର ଯୋଗେ ଖାଦ୍ୟ ଆଣି ବିକ୍ରି…

ଜିଓ ଫାଇବର ଉପରେ BMCର ୫୦ ହଜାର ଜୋରିମାନା

ଭୁବନେଶ୍ୱର: ରାଜଧାନୀର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ଦ୍ୱାରା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବାର ନଜିର ରହିଛି । ଏହି ପରିପ୍ରେକ୍ଷିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଲଗାଯାଇଥିବା…

ଇଲେକ୍ଟ୍ରି ଅଫିସ ଆଗରେ ଅଳିଆ ଗଦେଇ ଦେଲା BMC; ଧାରଣାରେ କର୍ମଚାରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଇଲେକ୍ଟ୍ରି ଅଫିସ ଆଗରେ ଅଳିଆ ଗଦେଇଲା BMC। ଧାରଣାରେ ବସିଛନ୍ତି କର୍ମଚାରୀ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ସୂଚନା ମୁତାବକ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟସ୍ଥ…

ରାଜଧାନୀରେ ମାତିଛନ୍ତି ବୁଲା କୁକୁର: ପ୍ରତିଦିନ ୬୦ ଜଣ ହେଉଛନ୍ତି ଶିକାର!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା । ସାରା ସହରରେ ବୁଲା କୁକୁରଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । କୁକୁରଙ୍କ ଉତ୍ପାତ ଏତେ ବଢୁଛି ଯେ, କ୍ୟାପିଟାଲ…

ଗଛରେ ପୋଷ୍ଟର ଲଗାଇଲେ ଗଣିବେ ୫୦ ହଜାର ଟଙ୍କାର ଫାଇନ୍: ବିଏମସି ଦେଖାଇଲା ଉଦାହରଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ, ନିର୍ମଳ ଏବଂ ସଫା ରଖିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହାପରେ ମଧ୍ୟ କିଛି ଅସାମାଜିକ ଲୋକ ବିଏମସିର ଏହି ନିୟମକୁ ଫୁ’ କରି ଉଡ଼ାଇ ଦେଉଥିବା ଦେଖାଯାଇଛି ।…

ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର; BMC

ଭୁବନେଶ୍ୱର: ରାଜଧାନୀକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ ଜାରି ରହିଛି । ଯାହାକୁ ନେଇ ଭୁବନେଶ୍ୱର ମହାନଗର ନିଗମଃ(ବିଏମସି) ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ ହେବାକୁ ଯାଉଛି। ସମସ୍ତ ନିରାଶ୍ରୟ…

ପ୍ରଦୂଷଣ ରୋକିବା ପାଇଁ ମଲମ ବଣ୍ଟା: ଆଞ୍ଚଳିକ ସୁରକ୍ଷା ମଞ୍ଚର ଅଭିନବ ପ୍ରତିବାଦ

ଭୁବନେଶ୍ୱର: ଦିନକୁ ଦିନ ଚିନ୍ତା ବଢ଼ାଉଛି ସୈନିକ ସ୍କୁଲ ପଛ ପାଖରେ ଥିବା ଅସ୍ଥାୟୀ ଅଳିଆଗଦା । ଏହାକୁ ଲାଗି ରହୁଥିବା ଧିରିକୁଟି ବସ୍ତି ବାସିନ୍ଦାଙ୍କ ଅବସ୍ଥା ଏବେ ବେହାଲ । ବିଭିନ୍ନ ପ୍ରକାର ଚର୍ମରୋଗ ବ୍ୟାପୁଥିବାରୁ…

ଆଜି ଦ୍ୱିତୀୟ ପର୍ଯ୍ୟାୟ ପଟ୍ଟା ବଣ୍ଟନ : ୩ଟି ଜୋନରେ ଉପକୃତ ହେବେ ୫୫୪୨ ପରିବାର

ଭୁବନେଶ୍ୱର : ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ବିଏମସି ପକ୍ଷରୁ ଆଜି ଅର୍ଥାତ ମଙ୍ଗଳବାର ଦିନ ଯୋଗ୍ୟ ବସ୍ତି ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣପତ୍ର ବା ପଟ୍ଟା ପ୍ରଦାନ କରାଯିବ । ତେବେ ଏହି…