ଯିବାବେଳେ ବି ଅଟକି ନଥିଲେ ମହମ୍ମଦ ୟୁନୁସ୍, ଶେଷ ଭାଷଣରେ ସେଭେନ୍ ସିଷ୍ଟର୍ସର ନାଁ ନେଇ ଭାରତ ବିରୋଧରେ ଓଗାଳିଲେ ବିଷ
ଓଡିଶାଭାସ୍କର: ଆଜି ବାଂଲାଦେଶ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (BNP) ର ସଭାପତି ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
ଏହା ପୂର୍ବରୁ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା…
