କ’ଣ ଏହି Board Of Peace? ଜାତିସଂଘ ଅପେକ୍ଷା ଏହା କେତେ ଭିନ୍ନ ଆଉ କେତେ ଶକ୍ତିଶାଳୀ; ଭାରତ କରିବ କି ଏହାକୁ ସମର୍ଥନ?
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ବିଶ୍ୱସ୍ତରୀୟ ସଂଗଠନ ପାଇଁ ଯୋଜନା ପ୍ରକାଶ କରିଛନ୍ତି, ଯାହାକୁ ସେ ଜାତିସଂଘର ବିକଳ୍ପ ଭାବରେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି।
ଏହି ପ୍ରସ୍ତାବିତ…
