ସକାଳୁ ଉଠୁଉଠୁ ଶରୀରରେ ଯନ୍ତ୍ରଣା ହେଉଥିଲେ ସାବଧାନ ! ଏହି ରୋଗର ହୋଇପାରେ ଲକ୍ଷଣ
ନୂଆଦିଲ୍ଲୀ: ସକାଳେ ଉଠିବା ସମୟରେ ପ୍ରାୟତଃ ଶରୀରରେ ଯନ୍ତ୍ରଣା ହେଉଥାଏ । କିନ୍ତୁ ଏହାକୁ ଅଣଦେଖା କରିବା ଉଚିତ ନୁହେଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।
ଅନେକ ଲୋକ ସକାଳର ଶରୀର ଯନ୍ତ୍ରଣାକୁ ଥକ୍କାପଣ, ଭୁଲ…

