ବ୍ରହ୍ମପୁରରେ ଫୁଟିଲା ବୋମା, ବୁଲେଟରେ ଆସି କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼ କଲେ 3 ଦୁର୍ବୃତ୍ତ
ବ୍ରହ୍ମପୁର: କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼ । 9 ନଂ ୱାର୍ଡ କର୍ପୋରେଟର ସନ୍ତୋଷ ସେଠୀଙ୍କ ଘରକୁ ବୋମା ମାଡ଼ ।
ଲକ୍ଷ୍ମୀମୃସିଂହ ସାହି ସ୍ଥିତ ବାସଭବନ ଉପରେ ବୋମା ମାଡ଼ କଲେ ଦୁର୍ବୃତ୍ତ । 3 ଦୁର୍ବୃତ୍ତ…

