Browsing Tag

Bou Buttu Bhuta” release in Hindi!

ଏବେ ହିନ୍ଦୀରେ ଧମାଲ କରିବ “ବୋଉ ବୁଟୁ ଭୂତ”, ରିମେକ୍ କରିବେ ବଲିଉଡ୍ ଫିଲ୍ମ ନିର୍ମାତା କରଣ ଜୋହର !

ଭୁବନେଶ୍ବର: ହିନ୍ଦୀରେ ରିମେକ ହେବ ଓଡ଼ିଆ ଫିଲ୍ମ ‘ବୋଉ ବୁଟୁ ଭୂତ’ । ଓଡ଼ିଆ ପରେ ଏବେ ହିନ୍ଦୀରେ ଧମାଲ କରିବ ଏହି ଫିଲ୍ମ । ଚଳିତ ବର୍ଷ ରଜରେ ରିଲିଜ ହୋଇଥିଲା ‘ବୋଉ ବୁଟୁ ଭୂତ’ । ତେବେ ଏହି ଫିଲ୍ମକୁ ନିର୍ମାଣ…