ଅପରାଧ ୩୬ ଘଣ୍ଟା ପରେ କୂଅରୁ ICICI ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର Rojalin Mishra Jul 15, 2025 ବିହାର: ନିଖୋଜ ଆଇସିଆଇସିଆଇ ଲୋମ୍ବାର୍ଡ ଶାଖା ପରିଚାଳକ ଅଭିଷେକ ବରୁଣଙ୍କ ମୃତଦେହ ବିହାରର ପାଟନାରୁ ଉଦ୍ଧାର ହୋଇଛି। ସେ ଗତ ୩୬ ଘଣ୍ଟା ଧରି ନିଖୋଜ ଥିଲେ ଏବେ ତାଙ୍କ ମୃତଦେହ ବେଉର ଅଞ୍ଚଳର ଏକ କୂଅରୁ ଉଦ୍ଧାର…