ଏହି ଦେଶରେ ସୁନାଠୁ ବି ମହଙ୍ଗା କ୍ଷୀର, ଅଣ୍ଡା ଏବଂ ବ୍ରେଡ୍… ହେଲେ ବୋହୁତ ଶସ୍ତାରେ ମାତ୍ର ଏତିକି ଟଙ୍କାରେ ମିଳିଯାଏ ଗୋଲ୍ଡ
ଓଡିଶାଭାସ୍କର: ଭାରତରେ ସୁନା ଏବଂ ରୂପାର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ସାଧାରଣ ଲୋକଙ୍କ ପାଇଁ ସୁନା କିଣିବା ଏବେ ଏକ ସ୍ୱପ୍ନ ପାଲଟିଗଲାଣି। କିନ୍ତୁ କଳ୍ପନା କରନ୍ତୁ: ଯଦି ସୁନା କ୍ଷୀର ଏବଂ ଅଣ୍ଡା ପରି ନିତ୍ୟ…

