ଦିଲ୍ଳୀ ଟେଷ୍ଟ ମ୍ୟାଚ୍ରେ କ’ଣ ହେଲା ହଠାତ୍, କାହିଁକି ରାଗିଗଲେ ଜସପ୍ରୀତ, ଫ୍ୟାନ୍ସ ଆଶ୍ଚର୍ଯ୍ୟ
ଓଡ଼ିଶାଭାସ୍କର: ପ୍ରଥମ ଟେଷ୍ଟରେ ଖରାପ ଭାବରେ ପରାଜିତ ହୋଇଥିବା ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟରେ ଟିମ୍ ଇଣ୍ଡିଆକୁ କଡ଼ା ମୁକାବିଲା ଦେଇଥିଲା। ପ୍ରଥମ ଇନିଂସରେ ୨୪୮ ରନ୍ ରେ ଅଲଆଉଟ୍ ହେବା ପରେ ଫଲୋଅନ୍ କରିବାକୁ ବାଧ୍ୟ…

