January Breakup Effect: ନୂଆ ବର୍ଷ ଆସିଲେ କାହିଁକି ବଢ଼ିଯାଏ ବ୍ରେକଅପ୍ ମାମଲା, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ
Breakups in January: ପ୍ରତିବର୍ଷ ଜାନୁଆରୀ ମାସ ଲୋକମାନଙ୍କ ପାଇଁ ଏକ ନୂଆ ଆରମ୍ଭର ସଙ୍କେତ ନେଇଆସେ। ନ୍ୟୁ ଇୟର ରିଜଲ୍ୟୁସନ୍, ନୂଆ ଲକ୍ଷ୍ୟ ଓ ଜୀବନକୁ ନୂଆ ଭାବେ ଦେଖିବାର ଇଚ୍ଛା ଏହି ସମୟରେ ସବୁଠାରୁ ଅଧିକ ଥାଏ।…
