ଆମେରିକା ଚାଷୀଙ୍କୁ ମାଲେମାଲ କରିବ ଭାରତ ସହ ଟ୍ରେଡ୍ ଡିଲ୍, ଚମକାଇ ଦେବ US ସଚିବଙ୍କ ଏହି ଦାବି
ଓଡିଶାଭାସ୍କର: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଘୋଷଣା ପରେ, ଭାରତୀୟ ଆମଦାନୀ ଉପରେ ଶୁଳ୍କ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି। ଅନେକ ଆମେରିକୀୟ ନେତା ଭାରତକୁ ପ୍ରଶଂସା କରି ବିବୃତ୍ତି ଜାରି କରିଛନ୍ତି।
ଆମେରିକାର…
