Breaking News ଉଜୁଡି ଗଲା ହସ ଖୁସିର ସଂସାର, ସାପ ଦଂଶନରେ ଆଖି ବୁଜିଲେ ଭାଇ-ଭଉଣୀ Seema Mohapatra Sep 9, 2025 ନବରଙ୍ଗପୁର: ଉମରକୋଟ ବ୍ଲକ ରାଜପୁର ଗାଁରେ ଅବାବନୀୟ ଘଟଣା । ବିଷାକ୍ତ ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଭାଇ ଓ ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ 9 ମାସର ଭାଇ ଋତୁରଜ ହରିଜନ ଏବଂ 11 ବର୍ଷର ଭଉଣୀ ଅମିତା…