ଖବର BRSରୁ କେ. କବିତା ସସପେଣ୍ଡ, ଦଳରୁ ଝିଅକୁ ନିଲମ୍ୱନ କଲେ ବାପା Subhasmita Das Sep 2, 2025 ଚେନ୍ନାଇ: BRSରୁ କେ. କବିତା ସସପେଣ୍ଡ। ଦଳରୁ କେ. କବିତାଙ୍କୁ ସସପେଣ୍ଡ କଲେ ସଭାପତି କେ. ଚନ୍ଦ୍ରଶେଖର ରାଓ। ତେଲେଙ୍ଗାନା ରାଜନୀତିରୁ ଆସିଲା ବଡ଼ ଖବର। ଭାରତ ରାଷ୍ଟ୍ର ସମିତି (BRS) ବିଧାନ ପରିଷଦ ସଦସ୍ୟ (MLC)…