ବଦଳିଲା ‘ମେକ୍ ଇନ୍ ଓଡ଼ିଶା’ ନାଁ; ଏଣିକି ‘ଉତ୍କର୍ଷ ଉତ୍କଳ’ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ ଲକ୍ଷ୍ୟ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଦଳିଲା 'ମେକ୍ ଇନ୍ ଓଡ଼ିଶା' ନାଁ । ମେକ୍ ଇନ୍ ଓଡ଼ିଶା ନାଁ ବଦଳି ହେଲା ଉତ୍କର୍ଷ ଉତ୍କଳ । ଉତ୍କର୍ଷ ଉତ୍କଳ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ ନେଇ ରଖାଯାଇଛି ଲକ୍ଷ୍ୟ । ୨୦୨୯…
