Odisha Budget: ପ୍ରାକ୍ ବଜେଟ୍ ବୈଠକରେ ହେଲା ଜରୁରୀ ଆଲୋଚନା; ଏଥର ଫୋକସରେ କ’ଣ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ନୂଆଦିଲ୍ଲୀ: ଆସନ୍ତା ୨୦ ଫେବୃୟାରୀରେ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଆଜି ବସିଥିବା ପ୍ରାକ ବଜେଟ ବୈଠକ ରେ ୧୯ଜଣ ବ୍ୟକ୍ତି ବିଶେଷ ସୁ ଚିନ୍ତିତ ମତାମତ ଦେଇଛନ୍ତି। କେବଳ ଏତିକି ନୁହେଁ ଓଡ଼ିଶାବାସୀଙ୍କ ଠାରୁ…
