Ollywood ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ, କଟକର ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା
କଟକ: ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ନେଇ ଆସିଛି ବଡ଼ ଖବର । ଫୁସଫୁସ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ବୁଦ୍ଧାଦିତ୍ୟ ମହାନ୍ତି ।
ସଂକ୍ରମଣ ପଲ୍ୟୁମନାରୀ ବିଭାଗରେ…

