ପହଲଗାମ ଆତଙ୍କବାଦୀ ଆକ୍ରମଣ, ପାକିସ୍ତାନ ସହିତ ଯୁଦ୍ଧବିରତି ଚୁକ୍ତିନାମା ବାତିଲ କରିବାକୁ ପ୍ରସ୍ତୁତ ହେଉଛି ଭାରତ: ରିପୋର୍ଟ
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହାରି ଭିତରେ ପାକିସ୍ତାନ ସହିତ ଅସ୍ତ୍ରବିରତି ଚୁକ୍ତିନାମା ବାତିଲ କରିବା…

