Train Cancelled: ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ! ମେ-ଜୁନ ଯାଏଁ ବାତିଲ ହେଲା ଏହି ସବୁ ଟ୍ରେନ୍, ଯାତ୍ରା ପୂର୍ବରୁ ଦେଖନ୍ତୁ ଲିଷ୍ଟ୍
ନୂଆଦିଲ୍ଲୀ: ଯଦି ଆପଣ ଖରା ଛୁଟି ସମୟରେ, ଅର୍ଥାତ୍ ମେ-ଜୁନ୍ ସମୟରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ଭାରତୀୟ ରେଳବାଇ ମେ ଏବଂ ଜୁନ୍ ମାସ ପାଇଁ ବିଭିନ୍ନ ରୁଟରେ ଅନେକ ଟ୍ରେନ୍…
