କ୍ୟାପିଟାଲ ମେଡ଼ିକାଲ କଲେଜରେ ଖୋଲିବ ୟୁଜି, ସ୍ବସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା
ଭୁବନେଶ୍ବର: ଖୁବ୍ ଶିଘ୍ର ହେବ କ୍ୟାପିଟାଲ ମେଡିକାଲ କଲେଜ ବିଲ୍ଡିଂ କାର୍ଯ୍ୟ । ଜୁଲାଇ 31 ସୁଦ୍ଧା ସରିବ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । ସମୀକ୍ଷା ପରେ ସ୍ବସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା । “କ୍ୟାପିଟାଲ…
