ସୂର୍ଯ୍ୟକୁମାର ଯାଦବଙ୍କ ଛୁଟି! ଟିମ୍ ଇଣ୍ଡିଆକୁ ମିଳିବ ନୂଆ T20 ଅଧିନାୟକ; ଆସିଲା ବଡ଼ ଅପଡେଟ୍…
ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଭାରତୀୟ କ୍ରିକେଟ୍ ଦଳ ଗତ ଟି-୨୦ ବିଶ୍ୱକପ୍ ଜିତିଥିଲା ଏବଂ ଏସିଆ କପ୍ ଚାମ୍ପିଅନ୍ ମଧ୍ୟ ହୋଇଥିଲା। ତଥାପି, ସେ ଟି-୨୦ ଅଧିନାୟକ ପଦ ଛାଡିବାକୁ ଯାଉଛନ୍ତି।…

