ଏସିଆ କପ୍ ପୂର୍ବରୁ ବିସିସିଆଇର ବଡ଼ ନିଷ୍ପତି, ହଠାତ ଶ୍ରେୟସଙ୍କୁ ଦେଇଦେଲା ଅଧିନାୟକ ପଦ,ଗିଲ୍ ଆଉଟ୍
ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପରଠାରୁ ଟିମ୍ ଇଣ୍ଡିଆରୁ ବାହାରେ ଥିବା ଶ୍ରେୟସ ଆୟରଙ୍କୁ ଏକ ବଡ଼ ଦାୟିତ୍ୱ ମିଳିପାରେ। ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଶ୍ରେୟସ ଆୟରଙ୍କୁ ଦଳର ଅଧିନାୟକ…

