ଆଶ୍ଚର୍ଯ୍ୟ! ଦୁର୍ଘଟଣାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର, ସେପଟେ ଚାଲି ଚାଲି ବାହାରକୁ ଆସିଲେ ଯୁବକ, ଦେଖନ୍ତୁ LIVE ଭିଡିଓର ଭୟଙ୍କର ଦୃଶ୍ୟ
ଉଜୈନ: ଉଜୈନର ମହିଦପୁରରେ ଏକ ଘଟଣା ଦେଖିବାକୁ ମିଳିଛି, ଯାହା କୌଣସି ଚମତ୍କାରଠାରୁ କମ୍ ନୁହେଁ। ଘଟଣାର ଏକ ହୃଦୟ ବିଦାରକ ଲାଇଭ୍ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖାଯାଉଛି ଯେ ଏକ ଦ୍ରୁତଗାମୀ କାର ଏକ…
