ସାବଧାନ! ରାସ୍ତାରେ ଗୋରୁ ବୁଲିଲେ ଉଠାଇନେବ ବିଏମ୍ସି, ଦୁହାଁଳିଆ ଗାଈ ଫେରାଇବାକୁ ନିଆଯିବ ଦୁଇଗୁଣା ଜରିମାନା
ଭୁବନେଶ୍ୱର: ସହରକୁ ଗୋରୁମୁକ୍ତ କରିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। ସଚେତନ ଏବଂ ଚେତାବନୀ ପରେ ଏବେ ବିଏମ୍ସି ପୁରା ଆକ୍ସନ ମୁଡ୍କୁ ଆସିଥିବା ଦେଖିବାକୁ ମିଳୁଛି। ଆଉ…
