ବୟସ ବଢ଼ିବା ସହିତ କାହିଁକି ଧଳା ହୋଇଯାଏ କେଶ, କ’ଣ ଏହି ପ୍ରକ୍ରିୟାକୁ ବନ୍ଦ କରାଯାଇପାରିବ
ଓଡିଶାଭାସ୍କର: ବୟସ ବଢ଼ିବା ସହିତ କେଶ ଧଳା ହେବା ଏକ ପ୍ରାକୃତିକ ପ୍ରକ୍ରିୟା। ଶରୀରର ଅନ୍ୟାନ୍ୟ ଅଂଶ ପରି, କେଶର ମଧ୍ୟ ବୟସ ବଢ଼ିଥାଏ। ଚର୍ମ ବିଶେଷଜ୍ଞଙ୍କ ମତରେ, କେଶର ରଙ୍ଗ ନିର୍ଣ୍ଣୟ କରୁଥିବା କୋଷଗୁଡ଼ିକ ସମୟ…
