ପାଟିରୁ ଦୁର୍ଗନ୍ଧ ବାହାରୁଛି କି, ଏହି ସାଂଘାତିକ ରୋଗର ହୋଇପାରେ ସଙ୍କେତ! WHO ଦେଲା ବଡ଼ ଚେତାବନୀ
ଓଡ଼ିଶା ଭାସ୍କର ଡେସ୍କ: ପାଟିରୁ ଦୁର୍ଗନ୍ଧ ଆସିବା ଏକ ସାଧାରଣ ସମସ୍ୟା ଭଳି ଲାଗିପାରେ, କିନ୍ତୁ ଏହାକୁ ବାରମ୍ବାର ଅଣଦେଖା କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମହଙ୍ଗା ପଡ଼ିପାରେ। ସାଧାରଣତଃ ଲୋକେ ଭାବନ୍ତି ଯେ ଦାନ୍ତ…

