ବିରାଟ, ରୋହିତ ଓ ଶାମୀ ଖେଳିବେ ଘରୋଇ କ୍ରିକେଟ? BCCIର ନୂଆ ନିୟମ ପରେ ହେବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ତରଫରୁ ଖେଳୁଥିବା ଜାତୀୟ ଚୁକ୍ତିଧାରୀ ଖେଳାଳିମାନଙ୍କୁ ଏଣିକି ରେଡ ବଲ କ୍ରିକେଟ ଖେଳିବାକୁ ପଡ଼ିବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏନେଇ ଏକ ନୂଆ ନିୟମ ଲାଗୁ…
