DA Hike: ସରକାରୀ କର୍ମଚାରୀଙ୍କୁ ହୋଲି ପୂର୍ବରୁ ମିଳିବ ବଡ଼ ଉପହାର; DA କୁ ନେଇ ହୋଇପାରେ ବଡ଼ ଘୋଷଣା, ଆସିଲା ବଡ଼ ଅପଡେଟ
ନୂଆଦିଲ୍ଲୀ: ମାର୍ଚ୍ଚ ମାସ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଆଣିବାକୁ ଯାଉଛି। ଗଣମାଧ୍ୟମ ରିପୋର୍ଟ ଏବଂ AICPI-IW (Consumer Price Index for Industrial Workers)ର ସଦ୍ୟତମ ତଥ୍ୟ ଅନୁସାରେ, ସରକାର…
