ପୂରା ୮୨ ମିନିଟ୍ ପାଇଁ ଲାଲ୍ ହୋଇଯାଇଥିଲା ଚନ୍ଦ୍ର, ଲାଗିଲା ସବୁଠାରୁ ଲମ୍ୱା ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କାହିଁକି ଥିଲା ଖାସ୍
ନୂଆଦିଲ୍ଲୀ: ସେପ୍ଟେମ୍ୱର ୭ ତାରିଖ ରବିବାର ରାତିରେ ଏକ ବିରଳ ଘଟଣା ଘଟିଥିଲା। ଯାହାକୁ ଅନେକ ଦେଶର ଲୋକ ଖାଲି ଆଖିରେ ଦେଖିଥିଲେ। ଆଉ ସେହି ବିରଳ ଘଟଣା ଥିଲା ସୋମବାର ରାତିରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ…

