MTV Shutting Down; ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର, MTVରେ ପଡ଼ିବ ତାଲା, Roadies, Splitsvilla ଆଉ ଦେଖିପାରିବେନି ଦର୍ଶକ!
ଓଡ଼ିଶାଭାସ୍କର:ହଠାତ୍ ଏକ ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି, ଯାହା 90 ଦଶକର ପିଲାମାନଙ୍କ ପାଇଁ କିମ୍ବା 90 ଦଶକରେ ବଢ଼ିଥିବା ଲୋକଙ୍କ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରିଛି। ଖବରଟି ହେଉଛି ଯେ ସଙ୍ଗୀତ ଏବଂ ଯୁବ…

