ଚାରିଧାମ ଯାତ୍ରା ୨୦୨୬: ୧୧ ଦିନ ପୂର୍ବରୁ ଆରମ୍ଭ ହେବ ଯାତ୍ରା, ୧୯ ଏପ୍ରିଲରେ ଖୋଲିବ ଗଙ୍ଗୋତ୍ରୀ–ଯମୁନୋତ୍ରୀର କପାଟ
Chardham Yatra: ଉତ୍ତରାଖଣ୍ଡର ବିଶ୍ୱପ୍ରସିଦ୍ଧ ଚାରଧାମ ଯାତ୍ରାକୁ ନେଇ ଭକ୍ତମାନଙ୍କ ପାଇଁ ଖୁସି ଖବର ମିଳିଛି। ଏହି ବର୍ଷ ଚାରଧାମ ଯାତ୍ରା ପୂର୍ବବର୍ଷ ତୁଳନାରେ ୧୧ ଦିନ ଆଗରୁ ଆରମ୍ଭ ହେବ। ଆଗାମୀ ୧୯ ଏପ୍ରିଲ ଅକ୍ଷୟ…
