ଭାରତର ଏହି ପଡ଼ୋଶୀ ଦେଶରେ ମିଳିଲା ବିରାଟ ସୁନା ଖଣି; ପାଖାପାଖି ୧,୦୦୦ ଟନ୍ ସୁନା, ବର୍ଷକ ଭିତରେ ତୃତୀୟ ଥର ପାଇଁ ହେଲା ଏହି ଚମତ୍କାର
ନୂଆଦିଲ୍ଲୀ: ଚୀନ୍ ଜିନଜିଆଙ୍ଗର କୁନଲୁନ୍ ପର୍ବତମାଳାରେ ଏକ ବିଶାଳ ସୁନା ଖଣି ଆବିଷ୍କାର କରିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏହି ଅଞ୍ଚଳରେ ମୋଟ ସୁନା ଗଚ୍ଛିତ ପରିମାଣ ୧,୦୦୦ ଟନ୍ ଅତିକ୍ରମ କରିପାରେ। ଗତ ବର୍ଷ…
