ବିଶ୍ୱ ଆଗରେ ଲଜ୍ଜିତ ହେଲା ପାକିସ୍ତାନ, ମୁଖା ଖୋଲିଦେଲା ଆଇସିସି, ରେଫରିଙ୍କ କ୍ଷମା ପ୍ରାର୍ଥନା ନେଇ କରୁଥିଲା ମିଛ ପ୍ରଚାର
ନୂଆଦିଲ୍ଲୀ:୨୦୨୫ ମସିହାର ଏସିଆ କପ୍ ରେ ୟୁଏଇ ବିପକ୍ଷରେ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଦଳ ଯେଉଁ ନାଟକ ପ୍ରଦର୍ଶନ କରିଥିଲା ତାହା ବିଶ୍ୱ ସ୍ତରରେ ଲଜ୍ଜିତ କରିଛି। ୧୪ ସେପ୍ଟେମ୍ବରରେ ଭାରତ ବିପକ୍ଷରେ ଟିମ୍ ଇଣ୍ଡିଆ…

