ଚକୋଲେଟ୍ ଗାଁ: ସୁନ୍ଦର ପରିବେଶ ସହ ରହିଛି ଆହୁରି ଅନେକ କିଛି, ଜାଣନ୍ତୁ ଏହାର ଐତିହାସିକ କଥା…
ବର୍ମିଂହାମରୁ ମାତ୍ର ୮ କିଲୋମିଟର ଦୂରରେ ରହିଛି ଏକ ଐତିହାସିକ ତଥା ଆଦର୍ଶ ଗାଁ ବର୍ଣ୍ଣଭିଲ୍, ଯେଉଁଠାରେ କ୍ୟାଡବରୀ ଚକୋଲେଟ୍ ଉତ୍ପାଦନ କରାଯାଏ। ଯେଉଁଥିପାଇଁ ଗାଁଟି ଚକୋଲେଟ୍ ଗାଁ (chocolate village)ଭାବରେ…

