ଚାରିଆଡେ ବନ୍ୟାପାଣି, ଜଳବନ୍ଦୀରେ ଲୋକେ, ରିଲିଫ କ୍ୟାମ୍ପରେ ପଶିଲା ପାଣି, ବୁଡ଼ିଲା ଶଶ୍ମାନ ଘାଟ,ଶେଷକୃତ୍ୟ ବନ୍ଦ
ନୂଆଦିଲ୍ଲୀ: ରାଜଧାନୀରେ ଜଳପ୍ରଳୟ। ଯମୁନାନଦୀର ପାଣିରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଜଳବନ୍ଦୀ ଭିତରେ କଟୁଛି ଦିନ। ହଜାର ହଜାର ଲୋକ ବାସହୀନ। ୨୦୭ ଟପିଲା ଯମୁନା ନଦୀର ଜଳସ୍ତର।
୧୯୭୮ ଓ ୨୦୨୩ ପରେ ଦ୍ୱିତୀୟ…

