Breaking News ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିଲେ ଉଦ୍ଧବ, ଦେଖନ୍ତୁ Video Manas Pradhan Jun 22, 2022 ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ସମୀକରଣ ବେଳକୁ ବେଳ ବଦଳିବାରେ ଲାଗିଛି । ଶିବସେନା ନେତା ଏକନାଥ ସିନ୍ଦେଙ୍କ ଗୋଟି ଚାଳନାରେ ଦଳର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ ଟଳମଳ ହେବାରେ ଲାଗିଛି ।…