ବଡ଼ ଧରଣର ବିମାନ ଦୁର୍ଘଟଣା, ପୁଣି ଜଣେ ରାଜନେତା ମୃତ, ସାଂସଦଙ୍କ ସମେତ ଗଲା ୧୫ ଜଣଙ୍କ ଜୀବନ
Colombia Plane Crash: କୋଲମ୍ବିଆର ଉତ୍ତର–ପୂର୍ବ ଅଞ୍ଚଳରେ ଏକ ଭୟାବହ ବିମାନ ଦୁର୍ଘଟଣା ଘଟିଛି। ବୁଧବାର ଦିନ ନୋର୍ଟେ ଡି ସାନ୍ତେନ୍ଦର ପ୍ରାନ୍ତର ଏକ ଗ୍ରାମୀଣ ଅଞ୍ଚଳରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।…
