ବନ୍ଦ ହୋଇଯିବ ଆଜିର ଭାରତ ପାକିସ୍ତାନ ହାଇଭୋଲ୍ଟେଜ ମ୍ୟାଚ! ସାମ୍ନାକୁ ଆସିଲା ବଡ଼ ଅପଡେଟ; ଭାଙ୍ଗିବ କ୍ରିକେଟ ପ୍ରେମୀଙ୍କ ହୃଦୟ?
ନୂଆଦିଲ୍ଲୀ: ପ୍ରାରମ୍ଭରେ ଏକ ପ୍ରଶ୍ନ ଥିଲା ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୨୦୨୬ ଟି ୨୦ ବିଶ୍ୱକପରେ ହେବ କି ନାହିଁ। କିନ୍ତୁ, ଯେତେବେଳେ ସେହି ପ୍ରଶ୍ନର ସମାଧାନ ହୋଇଗଲା, ଏବେ କଲମ୍ବୋର ପାଗ ବଡ଼ ମ୍ୟାଚରେ…
