୨୦୧୪ରେ ପେଟ୍ରୋଲ ଲିଟର ୭୨ ଓ ଡିଜେଲ ଲିଟର ୫୫ ଟଙ୍କା ଥିଲା: ୨୦୨୨ରେ ପେଟ୍ରୋଲ ଲିଟର ୧୦୫ ଓ ଡିଜେଲ ଲିଟର ୯୬ ଟଙ୍କା
ନୂଆଦିଲ୍ଲୀ: ୨୦୦୯ରେ ଅମିର ଖାନଙ୍କ ଫିଲ୍ମ ଥ୍ରି ଇଡିଅଟସ୍ ପରଦାକୁ ଆସିଥିଲା । ଉକ୍ତ ଫିଲ୍ମରେ ଶରମନ ଯୋଶୀଙ୍କ ମାଆଙ୍କର ଏକ ଡାଇଲଗ୍ ଥିଲା- ‘ପନୀର ତୋ ଏକ ଦିନ ସୁନାର କୀ ଦୁକାନ ପର ଇତ୍ତି ସୀ ଥୈଲୀ ମେଁ ମିଲା କରେଗା’…
