ପାଗଳ କୁକୁର କାମୁଡ଼ିଲେ ମିଳିବ ୫ ଲକ୍ଷ ପର୍ଯ୍ୟନ୍ତ ଅନୁକମ୍ପା ରାଶି, ସରକାର କଲେ ଆର୍ଥିକ ସହାୟତାର ଘୋଷଣା
ନୂଆଦିଲ୍ଲୀ: ହରିୟାଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ପାଗଳ କୁକୁର କାମୁଡ଼ିବା ବା ଯେକୌଣସି ପଶୁ କମୁଡ଼ିବା ଦ୍ୱାରା ଯଦି ଜଣେ ମଣିଷର ହଠାତ୍ ମୃତ୍ୟୁ ଘଟେ ଏବଂ ଯଦି ସେ ଏହାଦ୍ୱାରା ବିକଳାଙ୍ଗ ହୋଇଯାଏ, ତେବେ ଏମାନଙ୍କୁ…

