Breaking: ଆତଙ୍କବାଦ ବିରୋଧରେ ଆମେ ସରକାରଙ୍କ ସହ ଏକ ହୋଇ ଲଢ଼େଇ କରିବୁ କହିଲେ ଖାର୍ଗେ
ନୂଆଦିଲ୍ଲୀ: ଭାଜପା ସରକାରକୁ ସମ୍ପୂର୍ଣ୍ଣ ସହମତି ପରେ କଂଗ୍ରେସ ପକ୍ଷରୁ ଆଜି ଦିଲ୍ଲୀରେ ବସିଛି ସିଡବ୍ଲ୍ୟୁସି (କଂଗ୍ରେସ ୱାର୍କିଂ କମିଟି) ବୈଠକ ।
ବୈଠକରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ…

