ବିଚାରପତିଙ୍କ ସହ ଯୁକ୍ତିତର୍କ କଲେ ଓକିଲଙ୍କୁ କି ଦଣ୍ଡ ମିଳେ, କ’ଣ ରହିଛି ଏହାର ନିୟମ
ଓଡିଶାଭାସ୍କର: ନିକଟରେ ଜଣେ କାର୍ଯ୍ୟରତ ବିଚାରପତିଙ୍କ ସହ ଉଗ୍ର ଯୁକ୍ତିତର୍କ ପାଇଁ ଝାଡ଼ଖଣ୍ଡ ହାଇକୋର୍ଟରେ ହାଜର ହୋଇଥିବା ଜଣେ ଓକିଲଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି।
ଏହି ସମୟରେ, ଆସନ୍ତୁ ଜାଣିବା…
