ପିଅନ୍ତୁ ଏହି ହର୍ବାଲ ଚା’, ଶରୀର ରହିବ ଫିଟ୍, କଣ୍ଟ୍ରୋଲ ହେବ ବ୍ଲଡ ପ୍ରେସର, ବିପି
ଯଦି ଆପଣ ମଧୁମେହ ରୋଗୀ କିମ୍ବା ଆପଣଙ୍କର ରକ୍ତଚାପ ଅଧିକ, ତେବେ ଆପଣଙ୍କ ଖାଦ୍ୟରେ ଏହି ହର୍ବାଲ୍ ଚା କିମ୍ବା କାଢା ସାମିଲ କରନ୍ତୁ। ହାର୍ଭାର୍ଡ ରିପୋର୍ଟ ଅନୁଯାୟୀ, ହର୍ବାଲ୍ ଚା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ,…

